ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋରଣ   ବିଶେଷ୍ୟ

ଅର୍ଥ : ଦୁଆରବନ୍ଧ ଅବା ଝରକାରେ ଟଙ୍ଗାଯାଉଥିବା ସଜ୍ଜିତ ବସ୍ତୁ

ଉଦାହରଣ : ତୋରଣଯୋଗୁଁ ଶୋଭା ଦ୍ୱିଗୁଣ ବଢ଼ିଗଲା


ଅନ୍ୟ ଭାଷାରେ ଅନୁବାଦ :

सजावटी वस्तु जो दीवारों या खिड़कियों पर लटकाए जाते हैं।

वाल हैंगिग से दीवारों की शोभा दुगुनी बढ़ गई है।
वाल हैंगिंग, वॉल हैंगिंग

Decoration that is hung (as a tapestry) on a wall or over a window.

The cold castle walls were covered with hangings.
hanging, wall hanging

ଅର୍ଥ : ଦ୍ୱାରଆଦି ଉପରର ଅର୍ଦ୍ଧ ମଣ୍ଡାଳାକାର ଗଢ଼ଣ

ଉଦାହରଣ : କିଲ୍ଲାର ପ୍ରତ୍ୟେକ ଦ୍ୱାର ତୋରଣ ରୂପରେ ଥିଲା


ଅନ୍ୟ ଭାଷାରେ ଅନୁବାଦ :

द्वार आदि के ऊपर की अर्ध मंडलाकार रचना।

किले का प्रत्येक द्वार मेहराब के रूप में था।
महराब, मेहराब

(architecture) a masonry construction (usually curved) for spanning an opening and supporting the weight above it.

arch

ଅର୍ଥ : ମଙ୍ଗଳକାର୍ଯ୍ୟରେ ଦ୍ୱାରମୁହଁ ଆଦିରେ ବନ୍ଧା ଯାଉଥିବା ଫୁଲ,ପତ୍ର,ଦୁବ ଆଦିର ମାଳା

ଉଦାହରଣ : ଦ୍ୱାରମୁହଁରେ ସୁନ୍ଦର ତୋରଣ ଝୁଲୁଛି


ଅନ୍ୟ ଭାଷାରେ ଅନୁବାଦ :

मंगल अवसरों पर द्वार आदि पर बाँधने के लिए फूल,पत्ते,दूब आदि की बनी हुई माला।

दरवाजे पर सुंदर तोरण लटक रहा है।
तोरण, बंदनवार, बन्दनवार, वंदनवार, वन्दनवार